ତିହିଡି ବ୍ଲକରେ କୌଣସି ଦୁର୍ନୀତିକୁ ପ୍ରଶୟ ଦିଆଯାଉନାହିଁ :ବିଜେଡି

ଭାଜପା ମିଥ୍ୟା ଆରୋପରୁ ନିବୃତ୍ତ ରହୁ – ବ୍ଲକ ଅଧ୍ୟକ୍ଷା ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଗତ କିଛିଦିନ ତଳେ ଧାମନଗର ବିଧାୟକ ବିଷ୍ଣୁ ସେଠୀ ତିହିଡି ବ୍ଲକରେ ୧୩ ପଂଚାୟତର ଉନ୍ନୟନ କାର୍ଯ୍ୟକୁନେଇ ବିଡ଼ିଓ ଓ କନିଷ୍ଠଯନ୍ତ୍ରୀ ମାନଙ୍କ ସହିତ ସମୀକ୍ଷା ବୈଠକ କରିଥିଲେ। ଏହି ସମୀକ୍ଷା ବୈଠକରେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଉକ୍ତ ସମୀକ୍ଷା … Continue reading ତିହିଡି ବ୍ଲକରେ କୌଣସି ଦୁର୍ନୀତିକୁ ପ୍ରଶୟ ଦିଆଯାଉନାହିଁ :ବିଜେଡି